ମଗଧ Magadha

  • ସଂ. ବି (ମଗ=ବେଦଜ୍ଞ ବ୍ରାହ୍ମଣ+ଧା ଧାତୁ=ଧରିବା+କର୍ତ୍ତୃ, ଅ; ମଗଧ୍ ଧାତୁ+କର୍ତ୍ତୃ. ଅ) — ବିହାର ପ୍ରଦେଶର ଦକ୍ଷିଣାଂଶର ପ୍ରାଚୀନ ନାମ — The ancient name of the southern part of the Bihar Division
  • ସଂ. ବି (ମଗ=ବେଦଜ୍ଞ ବ୍ରାହ୍ମଣ+ଧା ଧାତୁ=ଧରିବା+କର୍ତ୍ତୃ, ଅ; ମଗଧ୍ ଧାତୁ+କର୍ତ୍ତୃ. ଅ) — (ମଗଧ୍ ଧାତୁ+କର୍ତ୍ତୃ. ଅ) ସ୍ତୁତି ପାଠକ — A panegyrist; a bard
  • ସଂ. ବି (ମଗ=ବେଦଜ୍ଞ ବ୍ରାହ୍ମଣ+ଧା ଧାତୁ=ଧରିବା+କର୍ତ୍ତୃ, ଅ; ମଗଧ୍ ଧାତୁ+କର୍ତ୍ତୃ. ଅ) — ମଗଧ ଦେଶୀୟ ଲୋକ — A man belonging to the Magadha country
  • ଦେ. ବି — ଓଡ଼ିଶାର ଜାଙ୍ଗଳ ଓ ଅନୂପ ପ୍ରଦେଶର ମଧ୍ୟବର୍ତ୍ତୀ ସମତଳ ଅଂଶ — The plain country between the jungles and the low tracts of the Orissa Coast
  • ପ୍ରାଦେ (ସମ୍ବଲପୁର) ବି ଗଉଡ଼— ମାନଙ୍କର ଶ୍ରେଣୀ ଭେଦ — A subcaste of 'Garuṟḍ̠as' in Sambalpur district
  • ପ୍ରାଦେ (ସମ୍ବଲପୁର) ବି [ଦ୍ର—ଏମାନେ ସ୍ପୃଶ୍ୟଜଳ ଜାତି।]