ମକ୍ଷ Maksha

  • ସଂ. ବି (ମକ୍ଷ ଧାତୁ+ଭାବ. ଅ) — ସମୂହ — Multitude
  • ସଂ. ବି (ମକ୍ଷ ଧାତୁ+ଭାବ. ଅ) — (+କର୍ମ. ଅ) ଗଦା; ସ୍ତୂପ — Heap
  • ସଂ. ବି (ମକ୍ଷ ଧାତୁ+ଭାବ. ଅ) — କ୍ରୋଧ — Anger; wrath
  • ସଂ. ବି (ମକ୍ଷ ଧାତୁ+ଭାବ. ଅ) — (+କରଣ. ଅ) ସ୍ୱୀୟ ଦୋଷ ଗୋପନ କରଣ; କପଟାଚାର — Concealing or hiding one's faults; hypocrisy