ମକୁଫ୍ Makuph

  • ବୈଦେ. ବିଣ—(ଫା, ମୌକୁଫ୍) — ସମୟାନ୍ତରକୁ ଗଡ଼ିଯିବା — Postponed; deferred
  • ବୈଦେ. ବିଣ—(ଫା, ମୌକୁଫ୍) — (ଯଥା—ଖଞ୍ଜଣା ବର୍ଷକ ସକାଶେ ମକୁବ୍ କରାଗଲା)
  • ବି — ମହଲତ — Postponement