ମକୁଟା Makuṭā

  • ଦେ. ବି (ସଂ. ମକୁଟ) — ମୋଟା ପାଟରେ ତିଆରି ଏକ ପ୍ରକାର ମଠା — Cloth made of coarse or worsted silk
  • ଦେ. ବି (ସଂ. ମକୁଟ) — ବାଉଳି; ଘରର ହାତିଅନ୍ଧ ଉପରର ଚାଳରେ ପଦାକୁ ବାହାର କରାଯାଇ ବନ୍ଧାଯାଇଥିବା ନଡ଼ା ଗୋଛା — Straw projecting from the gable-roof
  • ଦେ. ବି (ସଂ. ମକୁଟ) — ନାହାଚାଳିଆ ଘରର ହାତିଅନ୍ଧ ଉପରର ତ୍ରିଭୁଜା— କାର ଅଂଶ — Bable of a thatched house