ମକିଡ଼ି Mākiṟḍ̠i
- ଦେ. ବି — (ସଂ. ମକର କୁଣ୍ଡଳ ସୁନାର ମକରମୁଖ କୁଣ୍ଡଳ ବା ଅର୍ଦ୍ଧ ଚନ୍ଦ୍ରାକୃତି କର୍ଣ୍ଣବଳୟ — A kind of ear-ring (crescent-shaped)
- ଦେ. ବି — [ଦ୍ର— ଏହା ବଙ୍ଗଦେଶରୁ ଆସି ଆମ ଦେଶରେ ପ୍ରଚଳିତ ହୋଇ ଅଛି।]
- ଦେ. ବି — ପାଣି ବୁହା ତେଣ୍ଡାରେ ବା ଯନ୍ତର ଦୁଇ— ଖୁଣ୍ଟ ଉପରେ ଯେଉଁ ଆଡ଼ଧାରଣା ପଡ଼ୁଥାଏ ସେହିଆଡ଼ ଧାରଣାରେ ଲାଗିଥାବା ଛିଦ୍ରଯୁକ୍ତ କାଠ, (ଯେଉଁ କାଠରେ ବାହାର ବାଉଁସ ବନ୍ଧାଯାଏ) — A long piece of wood having a hole through which the cross-beam of a water-lifting contrivance passes and over which is tied the crane-bamboo
- ଦେ. ବି — 3 ଖଡ଼ମା (ଦେଖ) — 3ଖଡ଼ମା (ଦେଖ)— 3. Khaṟḍ̠mā (See)