ମକଚିବା Makachibā
- ଦେ. କ୍ରି—(ସଂ. ମଳ ଧାତୁ) — ମଳିବା; ଦଳିବା — To tread; to bruise; to crush
- ଦେ. କ୍ରି—(ସଂ. ମଳ ଧାତୁ) — [ଦ୍ର—ସେ ଗଛର ପବନ ବାଜି ସମସ୍ତେ ଆଖି ମକଚି, ନିଦରୁ ଉଠିଲା ପରି ଉଠି ବସିଲେ। ନୀଳକଣ୍ଠ. ପିଲାଙ୍କ ରାମାୟଣ।]
- ଦେ. କ୍ରି—(ସଂ. ମଳ ଧାତୁ) — ମୋଡ଼ି ଦେବା — To sprain; to twist; to wrench