ମଏଲା Maelā

  • ଦେ. ବି—(ସଂ. ମଳ) — ମଳ — Dirt; fifth
  • ଦେ. ବି—(ସଂ. ମଳ) — ଗୁହ; ବିଷ୍ଠା — Dung; ordure; night soil
  • ଦେ. ବି—(ସଂ. ମଳ) — (ଲକ୍ଷଣାର୍ଥ) ପାପ — (figurative) Sin
  • ଦେ. ବି—(ସଂ. ମଳ) — ମନ୍ଦ ଚିନ୍ତା — Evil thoughts
  • ବିଣ — ମଳିଆ; ମଳୟୁକ୍ତ — Dirty; filthy
  • ବିଣ — ଅପରି— ଷ୍କୃତ — Unclean
  • ବିଣ — ମଳିନ — Soiled