ମଏନା Maenā
- ଦେ. ବି (ସଂ. ମଦନ ସାରିକା) — ସାରୀ — The Indian grackle; the myna; Eulabes intermedia
- ଦେ. ବି (ସଂ. ମଦନ ସାରିକା) — [ଦ୍ର—ଏମାନେ ବଣିଚଢ଼େଇ ଜାତୀୟ ଅଟନ୍ତି ଓ ପାହାଡ଼ରେ ରହନ୍ତି। ଏମାନେ ମନୁଷ୍ୟ ପରି କଥା କହିବାକୁ ଶିଖନ୍ତି। ଏଥିପାଇଁ ଲୋକେ ଏ ଚଢ଼େଇଙ୍କୁ ପୋଷନ୍ତି।]
- ପ୍ରାଦେ. (ସମ୍ବଲପୁର) ବି — ବଣିଚଢ଼େଇ — The common myna; Acridotheres Tristis
- ବୈଦେ. (ଫା. ମାହଆନା) — ମହିନା; ମାସିକ ବେତନ — Monthly salary