ମଏଣ Maeṇa

  • ଦେ. ବି. (ସଂ. ମଦନ) — ଏକ ପ୍ରକାର କଣ୍ଟକୀ କ୍ଷୁପ — A medicinal bushy plant; the Bushy Gaṟḍ̠enia; Randia Dumetorum
  • ଦେ. ବି. (ସଂ. ମଦନ) — [ଦ୍ର—ଏହା ଆଛୁଆଦି ବର୍ଗର ବନ୍ୟ କ୍ଷୁପ। ଶୁଖିଲା ପଡ଼ିଆରେ ଏହି ଗଛ ଉଠେ। ଗଛରେ ସିଧା ସିଧା ଲମ୍ବ କଣ୍ଟା ଥାଏ। ଏହାର ଫୁଲ ଛୋଟ, ଧଳା ଓ ପଞ୍ଚଦଳ ବିଶିଷ୍ଟ; ଫଳ ପିଣ୍ଡାକାର। ଫୁଲ ଓ ଫଳ ଔଷଧରେ ବ୍ଯବହୃତ ହୁଏ; ଏହା ବିଦ୍ରଧି, ବ୍ରଣ, କୁଷ୍ଠ, କଫ, ଆନାହ, ଶୋଥ ଓ ଗୁଳ୍ମ ବ୍ରଣ ନାଶକ।]
  • ଦେ. ବି. (ସଂ. ମଦନ) — ଏକ ଜାତୀୟ ବଡ଼ ବନ୍ୟ ଗଛ; ମହା ପିଣ୍ଡୀତକ — Randia Longispina