ମଉକୁପ୍ Maukup
- ବୈଦେ. ବିଣ (ଆ ମୱକୁଫ୍) (କଚିରିଆ) — ସ୍ଥଗିତ — Stopped
- ବୈଦେ. ବିଣ (ଆ ମୱକୁଫ୍) (କଚିରିଆ) — କିଛିକାଳପାଇଁ ସ୍ଥଗିତ — Stopped for a time; postponed; suspended
- ବୈଦେ. ବିଣ (ଆ ମୱକୁଫ୍) (କଚିରିଆ) — (ଚାକିରି ଆଦିରୁ) ବରଖାସ୍ତ — Dismissed (from service)
- ବୈଦେ. ବିଣ (ଆ ମୱକୁଫ୍) (କଚିରିଆ) — ରଦ୍ କରା ଯାଇଥିବା — Annulled; nullified; set aside