ମଇରା Mairā

  • ଦେ. ବି—(ସଂ. ମୋଦକକାର) — ଗୁଡ଼ିଆ; ହାଲୋଇ — Confectioner
  • ଦେ. ବି—(ସଂ. ମୋଦକକାର) — ଲର୍ଡ ମଇରା; ମାର୍କୁଇସ ଅଫ୍ ହେଷ୍ଟିଙ୍ଗସ୍ ବା ଲର୍ଡ ହେଷ୍ଟିଙ୍ଗସ୍ — Lord Moira, Marquis of Hastings
  • ଦେ. ବି—(ସଂ. ମୋଦକକାର) — [ଦ୍ର—ଏ ଖ୍ରୀଷ୍ଟାବ୍ଦ 1813 ଠାରୁ 1823 ପର୍ଯ୍ଯନ୍ତ ଭାରତର ବଡ଼ ଲାଟ ଥିଲେ। ଏହାଙ୍କ ସମୟରେ ଭାରତରେ ପ୍ରାଥମିକ ଶିକ୍ଷା ବିସ୍ତାର, ନେପାଳ ଯୁଦ୍ଧ ଓ ପିଣ୍ଡାରି ଯୁଦ୍ଧ ହୋଇଥିଲା; ଶ୍ରୀରାମପୁର ଠାରୁ ପ୍ରଥମ ବଙ୍ଗଳା ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା ଓ କଲିକତାର ପ୍ରେସିଡ଼େନ୍ସି କଲେଜ୍ 1817 ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୋଇଥିଲା।] — [ଦ୍ର—ଏ ଖ୍ରୀଷ୍ଟାବ୍ଦ1813ଠାରୁ1823ପର୍ଯ୍ଯନ୍ତ ଭାରତର ବଡ଼ ଲାଟ ଥିଲେ ଏହାଙ୍କ ସମୟରେ ଭାରତରେ ପ୍ରାଥମିକ ଶିକ୍ଷା ବିସ୍ତାର, ନେପାଳ ଯୁଦ୍ଧ ଓ ପିଣ୍ଡାରି ଯୁଦ୍ଧ ହୋଇଥିଲା; ଶ୍ରୀରାମପୁର ଠାରୁ ପ୍ରଥମ ବଙ୍ଗଳା ସମ୍ବାଦପତ୍ର ପ୍ରକାଶିତ ହୋଇଥିଲା ଓ କଲିକତାର ପ୍ରେସିଡ଼େନ୍ସି କଲେଜ୍1817ଖ୍ରୀଷ୍ଟାବ୍ଦରେ ପ୍ରତିଷ୍ଠିତ ହୋଇଥିଲା]