ମଇମନ୍ Maiman
- ବୈଦେ. ବି (ଇଂ ମାମ୍ମନ୍=ଧନଦେବ) — ପଶ୍ଚିମ ଭାରତୀୟ କଛ୍ ଦେଶୀୟ ବ୍ଯବସାୟୀ ମୁସଲ୍ମାନ — The Cutchee Memmons
- ବୈଦେ. ବି (ଇଂ ମାମ୍ମନ୍=ଧନଦେବ) — [ଦ୍ର—ଏମାନଙ୍କ ପୂର୍ବପୁରୁଷ ପ୍ରଥମେ ହିନ୍ଦୁ ଥିଲେ ଓ ପରେ ମୁସଲମାନ ଧର୍ମ ଗ୍ରହଣ କଲେ। ଏମାନଙ୍କର ହିନ୍ଦୁ ରୀତି ଅନୁସାରେ ଦାୟବିଭାଗ କରାଯାଏ।]