ମଇଧେ Maidhe
- ଗ୍ରା. କ୍ରି. ବିଣ (ସଂ. ମଧ୍ୟ; କଚିରିଆ) — ମଧ୍ୟରେ — Amongst
- ଗ୍ରା. କ୍ରି. ବିଣ (ସଂ. ମଧ୍ୟ; କଚିରିଆ) — (ଉ—ଅଳଙ୍କାର ମଇଧେ ନିମକାଠି ଥାନେ—ଢଗ।)
- ଗ୍ରା. କ୍ରି. ବିଣ (ସଂ. ମଧ୍ୟ; କଚିରିଆ) — ମଧ୍ୟରୁ — From; out of
- ଗ୍ରା. କ୍ରି. ବିଣ (ସଂ. ମଧ୍ୟ; କଚିରିଆ) — [ଦ୍ର—ଏହି ଶବ୍ଦ ହିସାବପତ୍ରରେ 'ମଧ୍ୟରୁ' ଅର୍ଥରେ (ଚିତ୍ର) ଏହିପରି ସାଙ୍କେତିକରୂପେ ଲେଖା ଯାଏ।
- ଗ୍ରା. କ୍ରି. ବିଣ (ସଂ. ମଧ୍ୟ; କଚିରିଆ) — ଯଥା—ଜମା ଟ 3 (ଚିତ୍ର) ଖରଚ ଟ 2 ୶ ଯାଇ ବାକି ରହିଲା ଟ ୦ ୴୶ । — ଯଥା—ଜମା ଟ3(ଚିତ୍ର) ଖରଚ ଟ2୶ ଯାଇ ବାକି ରହିଲା ଟ ୦ ୴୶
- ଗ୍ରା. କ୍ରି. ବିଣ (ସଂ. ମଧ୍ୟ; କଚିରିଆ) — ଅର୍ଥାତ୍ ତିନିଟଙ୍କା ଜମା ମଇଧେ ବା ମଧ୍ୟରୁ ଦୁଇଟଙ୍କା ଦୁଇଅଣା ଖରଚ ବାଦ୍ ଯାଇ ବାକି ବଳିଲା ଚଉଦଅଣା।]