ମଇତ୍ର Maitra

  • ଦେ. ବି. ପୁଂ (ସଂ. ମିତ୍ର) — ମିତ୍ର — Friend
  • ଦେ. ବି. ପୁଂ (ସଂ. ମିତ୍ର) — (ଉ— ତକ୍ଷଣେ ବୁଝାମଣା କରି। ଶତ୍ରୁ ମଇତ୍ର ସମ ସରି— ଭୂପତି. ପ୍ରେମପଞ୍ଚାମୃତ।)
  • ଦେ. ବି. ପୁଂ (ସଂ. ମିତ୍ର) — ସମ ନାମଯୁକ୍ତ ବ୍ଯକ୍ତି — A namesake
  • ଦେ. ବି. ପୁଂ (ସଂ. ମିତ୍ର) — ସମନାମଯୁକ୍ତ ଦୁଇ ଜଣଙ୍କ ମଧ୍ୟରେ ସ୍ଥାପିତ ଧର୍ମ—ବନ୍ଧୁତା; ମିତ୍ରତା — A god-relationship established between two namesakes