ମଅଳଣ Ma-aḻaṇa

  • ଦେ. ବିଣ (ସଂ. ମ୍ଲାନ) — ମ୍ଲାନ — Pale
  • ଦେ. ବିଣ (ସଂ. ମ୍ଲାନ) — ଝାଉଁଳି ବା ମଉଳି ଯାଇଥିବା — Withered
  • ଦେ. ବିଣ (ସଂ. ମ୍ଲାନ) — ସଭାଆଦିର ଭଙ୍ଗ — The dispersal of a meeting or gathering;
  • ବି — ମ୍ଲାନ ହେବା — Paling; discolouration