ଭୟ Bhaya
- ସଂ. ବି (ଭୀ ଧାତୁ=ଭୀତ ହେବା+ଭାବ. ଅ) — କ୍ରାସ; ଶଙ୍କା; ଡର — Fear; dread; apprehension
- ସଂ. ବି (ଭୀ ଧାତୁ=ଭୀତ ହେବା+ଭାବ. ଅ) — ଅନିଷ୍ଟାଶଙ୍କା; ବିପଦର ଆଶଙ୍କା — Risk or apprehension of danger
- ସଂ. ବି (ଭୀ ଧାତୁ=ଭୀତ ହେବା+ଭାବ. ଅ) — ଭୀତି — Dismay; terror; fright
- ସଂ. ବି (ଭୀ ଧାତୁ=ଭୀତ ହେବା+ଭାବ. ଅ) — (+ କରଣ. ଅ) ବିପଦ — Danger; peril