ଭୟତମ Bhayatama

  • ଗ୍ରା. (ପ୍ରାଚୀନ ପଦ୍ୟ) ବିଣ — ଭୟଙ୍କର — Causing fear; terrific
  • ଗ୍ରା. (ପ୍ରାଚୀନ ପଦ୍ୟ) ବିଣ — [ଉ—ଭୁଜଙ୍ଗରାଜ ଭୁଜ ସମ, ବୁହନ୍ତି ଯେଣୁ ଭୟତମ—ପ୍ରାଚୀ. ପୂର୍ଣ୍ଣତମଚନ୍ଦ୍ରୋଦୟ।]