ଭଡ଼ୁଆ Bhaṟḍ̠uā

  • ଦେ. ବି. ପୁ (ସଂ. ଭଣ୍ଡରୁ ବା ସଂ. ଭଟ=ପାମର ସଂ. ଭଟ୍ ଧାତୁ =ଭଡ଼ା ଗ୍ରହଣ କରିବା (ଇଂ. ବଅଡ଼୍ bawd) ସହିତ ତୁଳନା କର) — ବର୍ଣ୍ଣସଙ୍କର ଜାତିବିଶେଷ — A hybrid caste
  • ଦେ. ବି. ପୁ (ସଂ. ଭଣ୍ଡରୁ ବା ସଂ. ଭଟ=ପାମର ସଂ. ଭଟ୍ ଧାତୁ =ଭଡ଼ା ଗ୍ରହଣ କରିବା (ଇଂ. ବଅଡ଼୍ bawd) ସହିତ ତୁଳନା କର) — [ଦ୍ର—ବେଶ୍ୟାମାନଙ୍କର ଜାତି, ଯେଉଁମାନେ ବେଶ୍ୟାକୂଳରେ ଜନ୍ମ ହୁଅନ୍ତି ସେମାନଙ୍କ ଦ୍ୱାରା ଏହି ଜାତି ଗଠିତ। ଏହି ସାମାଜରେ ଅନ୍ୟ ସମାଜ ପରି ଗୃହସ୍ଥ ଓ ଗୃହିଣୀ ଅଛନ୍ତି। ଏହି ଜାତିମାନେ ତେଲିଙ୍ଗୀ ବାଜା ବଜାନ୍ତି ଓ ବେଶ୍ୟାମାନଙ୍କ ସଙ୍ଗେ ବାଜା ବଜାଇ ଜୀବିକାର୍ଜନ କରନ୍ତି। ରାଜପୁତାନାରେ ଭଗତ ବା ଭଗତିୟ ନାମକ ଏକ ଜାତି ଅଛନ୍ତି; ଏମାନେ ବୈଷ୍ଣବ ସାଧୁଙ୍କ ସନ୍ତାନ ଥିବାର କହନ୍ତି। ଏ ଜାତିର ସ୍ତ୍ରୀମାନେ ନର୍ତ୍ତକୀ ଓ ବେଶ୍ୟାବୃତ୍ତି କରନ୍ତି ଓ ପୁରୁଷମାନେ ନର୍ତ୍ତକୀ— ମାନଙ୍କୁ ବେଶ କରାନ୍ତି ଓ ତାଙ୍କ ସଙ୍ଗେ ବାଦ୍ୟ ବଜାନ୍ତି। ହି. ଶ.]
  • ଦେ. ବି. ପୁ (ସଂ. ଭଣ୍ଡରୁ ବା ସଂ. ଭଟ=ପାମର ସଂ. ଭଟ୍ ଧାତୁ =ଭଡ଼ା ଗ୍ରହଣ କରିବା (ଇଂ. ବଅଡ଼୍ bawd) ସହିତ ତୁଳନା କର) — ନର୍ତ୍ତକୀ ବେଶ୍ୟାମାନଙ୍କ ସଙ୍ଗେ ବାଜା ବଜାଇବା ବ୍ୟକ୍ତି; ମାଦେଳିଆ; ବେଶ୍ୟାର ପୋଷ୍ୟ ବ୍ୟକ୍ତି; ଭାର୍ଦା — A musician or player of music attached to a party of dancing girls
  • ଦେ. ବି. ପୁ (ସଂ. ଭଣ୍ଡରୁ ବା ସଂ. ଭଟ=ପାମର ସଂ. ଭଟ୍ ଧାତୁ =ଭଡ଼ା ଗ୍ରହଣ କରିବା (ଇଂ. ବଅଡ଼୍ bawd) ସହିତ ତୁଳନା କର) — ଅତି ନିର୍ଲ୍ଲଜ ବ୍ୟକ୍ତି — A shameless creature
  • ଦେ. ବି. ପୁ (ସଂ. ଭଣ୍ଡରୁ ବା ସଂ. ଭଟ=ପାମର ସଂ. ଭଟ୍ ଧାତୁ =ଭଡ଼ା ଗ୍ରହଣ କରିବା (ଇଂ. ବଅଡ଼୍ bawd) ସହିତ ତୁଳନା କର) — ଯେଉଁ ବ୍ୟକ୍ତି ପୁରୁଷମାନଙ୍କୁ ବେଶ୍ୟା ବା ପର— ସ୍ତ୍ରୀ ଯୋଗାଏ — A panderer; a bawd
  • ଦେ. ବିଣ. ପୁଂ — ନିର୍ଲ୍ଲଜ; ଅଲାଜୁକ — Shameless
  • ଦେ. ବିଣ. ପୁଂ — ନୀଚ — Low; mean
  • ଦେ. ବିଣ. ପୁଂ — ଯେ ଜାରକୁ ପର— ସ୍ତ୍ରୀ ଯୋଗାଏ — Bawdy; pandering
  • ଦେ. ବିଣ. ପୁଂ — ରଣ୍ଡୀ— ବାଜ୍; ନିର୍ଲ୍ଲଜ୍ଜଭାବେ ବେଶ୍ୟାସକ୍ତ — Habitually and shamelessly attached to prostitutes