ଭଡ଼ା ଘର Bhaṟḍ̠ā ghara

  • ଦେ. ବି. (ସଂ. ଭାଟକ+ଗୃହ) — ଯେଉଁ ଘରକୁ ଗୃହ— ସ୍ୱାମୀ ଅନ୍ୟ ବ୍ୟକ୍ତିଙ୍କ ବ୍ୟବହାର ସକାଶେ ଭଡ଼ାରେ ଲଗାନ୍ତି — Hired or rented house; a house let out on hire
  • ଦେ. ବି. (ସଂ. ଭାଟକ+ଗୃହ) — [ଦ୍ର—ଏହିପରି ଭଡ଼ା ବଗି, ଭଡ଼ା ବସା, ଭଡ଼ା ଗାଡ଼ି, ଭଡ଼ା ଜାହାଜ ଆଦି ହୁଏ।]