ଭଡ଼ ପାନ Bhaṟḍ̠a pāna

  • ଦେ. ବି — ବଡ଼ ଆକୃତିବିଶିଷ୍ଟ ପାନପତ୍ର — Large sized betel leaf
  • ଦେ. ବି — [ଦ୍ର—ଆକୃତି ଅନୁସାରେ ପାନକୁ ଭଡ଼ (ବଡ଼), ମଝଲା (ମଧ୍ୟମାକୃତି) ଓ ରାଶି (ସାନ) ବୋଲାଯାଏ।]