ଭ୍ରୂଣ Bhrū ṇa

  • ସଂ. ବି (ଭ୍ରୂଣ ଧାତୁ+କର୍ମ. ଅ) — ଗର୍ଭସ୍ଥ ଶିଶୁ; ଶିଶୁର ଗର୍ଭରେ ଥିବା ବେଳର ଅବସ୍ଥା — Foetus; the embryo in the womb
  • ସଂ. ବି (ଭ୍ରୂଣ ଧାତୁ+କର୍ମ. ଅ) — ଅଜାତ ଶିଶୁ; ଶିଶୁର ଜନ୍ମ ହେବାର ପୂର୍ବ ଅବସ୍ଥା — An unborn child
  • ସଂ. ବି (ଭ୍ରୂଣ ଧାତୁ+କର୍ମ. ଅ) — ବାଳକ — A boy
  • ସଂ. ବି (ଭ୍ରୂଣ ଧାତୁ+କର୍ମ. ଅ) — ସ୍ତ୍ରୀର ଗର୍ଭ (ହି. ଶ) — womb; uterus