ଭ୍ରମ Bhrama
- ସଂ. ବି (ଭ୍ରମ୍ ଧାତୁ+ଭାବ. ଅ) — ଭ୍ରାନ୍ତି; ଭୁଲ — Mistake; erring; error
- ସଂ. ବି (ଭ୍ରମ୍ ଧାତୁ+ଭାବ. ଅ) — ମିଥ୍ୟାଜ୍ଞାନ; ମାୟା — Illusion; delusion
- ସଂ. ବି (ଭ୍ରମ୍ ଧାତୁ+ଭାବ. ଅ) — ଭ୍ରମଣ; ବୁଲିବା — Walking
- ସଂ. ବି (ଭ୍ରମ୍ ଧାତୁ+ଭାବ. ଅ) — (+କର୍ତ୍ତୃ. ଅ) ଜଳାବର୍ତ୍ତ; ମଳମଳି — Eddy; whirlpool
- ସଂ. ବି (ଭ୍ରମ୍ ଧାତୁ+ଭାବ. ଅ) — ବିଗିଡ଼ିବା; ଭ୍ରଂଶ — Aberration
- ସଂ. ବି (ଭ୍ରମ୍ ଧାତୁ+ଭାବ. ଅ) — ଚକ୍ରିଦେବା; ଘୂରିବା — Whirling
- ସଂ. ବି (ଭ୍ରମ୍ ଧାତୁ+ଭାବ. ଅ) — ମୁଣ୍ଡ ବୁଲାଇ ହେବା — Dizziness
- ସଂ. ବି (ଭ୍ରମ୍ ଧାତୁ+ଭାବ. ଅ) — (+କର୍ତ୍ତୃ. ଅ) କୁମ୍ଭକାରର ଚକ୍ର — Potter's wheel
- ସଂ. ବି (ଭ୍ରମ୍ ଧାତୁ+ଭାବ. ଅ) — କୁନ୍ଦାଯନ୍ତ୍ର — A turning lathe
- ଦେ. ବି (ସଂ. ଭର୍ମ) — ସ୍ୱର୍ଣ୍ଣ — Gold
- ଦେ. ବି (ସଂ. ଭର୍ମ) — [ଉ—ଉଛି ସୁମନ ଗନ୍ଧେ କାହା କବରୀ ସାଜିବି ଭ୍ରମ ଗଉରୀ—ଭଞ୍ଜ. ପ୍ରେମସୁଧାନିଧି।]
- ବିଣ — ଭ୍ରାନ୍ତ — Mistaken; deluded