ଭୌମୀ Bha̲u̲mī

  • ସଂ. ବି. ସ୍ତ୍ରୀ (ଭୂମି+ଅପତ୍ୟାର୍ଥେ ଅ+ସ୍ତ୍ରୀ. ଈ) — ଧରାସୁତା; ସୀତା — Sītā
  • ସଂ. ବି. ସ୍ତ୍ରୀ (ଭୂମି+ଅପତ୍ୟାର୍ଥେ ଅ+ସ୍ତ୍ରୀ. ଈ) — [ଦ୍ର—ଏହାଙ୍କୁ ଜନକ ଋଷି ହଳ କରିବା ସମୟରେ ଲଙ୍ଗଳ ସିଆରରୁ ପାଇଥିଲେ।]