ଭୋପା Bhopā
- ଦେ. ବି — ମହାଦେବ, ପାର୍ବତୀ ଓ ଗ୍ରାମଦେବତାଙ୍କର ଶୂଦ୍ର ସେବକ ବା ମାଳି — A caste of Sūdra Sebakas of Ṡiba and Pārbatī or other village gods and goddesses
- ଦେ. ବି — ବାଗାଡ଼ମ୍ବର— ପ୍ରିୟ ବ୍ଯକ୍ତି — A braggart
- ଦେ. ବି — ମିଛୁଆ — A liar
- ବିଣ — (ସଂ. ବହୁଭାଷୀ) ଗପଡ଼ି — Talkative
- ବିଣ — ବାଗାଡ଼ମ୍ବର ପ୍ରିୟ; ଗପଡ଼ି — Bragging; boastful
- ବିଣ — ମିଛୁଆ; ମିଥ୍ୟାବାଦୀ — Lying
- ବିଣ — ଅବ୍ଯବସ୍ଥିତ; ଯେଉଁ ଲୋକର କାମରେ କିଛି ଠିକ୍ ଠିକଣା ନ ଥାଏ — Whimsical
- ବିଣ — ଆଲୁରୁବାଲୁରିଆ — Unmethodical
- ବିଣ — ନିର୍ବୁଦ୍ଧିଆ; ବିବେଚନା ଶୂନ୍ଯ — 5. Foolish; unthoughtful