ଭୋଦେଇ Bhodei

  • ଦେ. ବିଣ (ସଂ. ଭାଦ୍ର) — ଭାଦ୍ରମାସରେ ଜନ୍ମ ବା ଅମଳ ହେବା — Produced in or harvested during the month of Bhādra
  • ଦେ. ବି. — ଏକପ୍ରକାର ଚିଙ୍ଗୁଡ଼ି ମାଛ — A kind of shrimp
  • ଦେ. ବି. — [ଦ୍ର—ଏମାନେ ଭାଦ୍ରବ ମାସରେ ବହୁ ପରିମାଣରେ ଧରାଯାଆନ୍ତି।]