ଭୈରବୀ Bha̲i̱rabī

  • ସଂ. ବି. ସ୍ତ୍ରୀ (ଭୈରବ+ସ୍ତ୍ରୀ. ଈ) — ଦୁର୍ଗା; ସତୀ — Wife of Ṡiba
  • ସଂ. ବି. ସ୍ତ୍ରୀ (ଭୈରବ+ସ୍ତ୍ରୀ. ଈ) — ଭୈରବାନୁଚରୀ ଦେବୀ— ବିଶେଷ — Name of a goddess accompanying Bha̲i̱raba
  • ସଂ. ବି. ସ୍ତ୍ରୀ (ଭୈରବ+ସ୍ତ୍ରୀ. ଈ) — [ଦ୍ର—ଭୈରବୀଙ୍କର କେତେକ ମୂର୍ତ୍ତି କଳ୍ପିତ ହୋଇଅଛି; ଯଥା—ତ୍ରିପୁର ଭୈରବୀ; କୌଳେଶ ଭୈରବୀ; ରୁଦ୍ର ଭୈରବୀ; ନିତ୍ୟା ଭୈରବୀ; ଚୈତନ୍ୟ ଭୈରବୀ—ହି. ଶବ୍ଦସାଗର।]
  • ସଂ. ବି. ସ୍ତ୍ରୀ (ଭୈରବ+ସ୍ତ୍ରୀ. ଈ) — ରାଗିଣୀବିଶେଷ — Name of a secondary musical air
  • ସଂ. ବି. ସ୍ତ୍ରୀ (ଭୈରବ+ସ୍ତ୍ରୀ. ଈ) — [ଦ୍ର—ହନୁମାନଙ୍କର ମତରେ ଭୈରବୀ ରାଗିଣୀ ଭୈରବ ରାଗର ରାଗିଣୀ ବିଶେଷ। ଏ ରାଗିଣୀ ଶରଦ୍ ଋତୁର ପୂର୍ବାହ୍ନରେ ଗେୟ। ଏହା ସପ୍ତସ୍ୱରବିଶିଷ୍ଟ ଓ ଏଥିର ଚାରି ଗୋଟି ସ୍ୱର କୋମଳ—ହି. ଶ.]
  • ସଂ. ବି. ସ୍ତ୍ରୀ (ଭୈରବ+ସ୍ତ୍ରୀ. ଈ) — ଶୈବା ସନ୍ୟାସିନୀ — A female ascetic devoted to Ṡiba
  • ସଂ. ବି. ସ୍ତ୍ରୀ (ଭୈରବ+ସ୍ତ୍ରୀ. ଈ) — ଦଶ ମହାବିଦ୍ୟାର ଏକତମା; ଚାମୁଣ୍ଡା — One of the 10 forms of Pārbati
  • ସଂ. ବି. ସ୍ତ୍ରୀ (ଭୈରବ+ସ୍ତ୍ରୀ. ଈ) — ନଦୀବିଶେଷ — Name of a river
  • ସଂ. ବି. ସ୍ତ୍ରୀ (ଭୈରବ+ସ୍ତ୍ରୀ. ଈ) — ଦୁର୍ଗାପୂଜାରେ ଦୁର୍ଗା— ରୂପେ କଳ୍ପିତା ଦ୍ୱାଦଶ ବର୍ଷିୟା କନ୍ଯା — A girl of 12 or a young girl representing the goddess Durgā at the Durgā festival (Apte)