ଭେଡ଼ାଏ Bheṟḍ̠āe

  • ଦେ. କ୍ରି. ବିଣ — ଭେରାଏ (ଦେଖ) — Bherāe (See)
  • ଦେ. କ୍ରି. ବିଣ — ଥରେ — Once
  • ଦେ. କ୍ରି. ବିଣ — (ଉ— ବୋଇଲି, ଠଣ ଯେ ସୁନ୍ଦର ବେନି ପୋଏ, ଠକି ଭଣ୍ଡି ଗଲେ କୃଷ୍ଣ ନଇଲେ ଭେଡ଼ାଏ। ମାରକଣ୍ଡ. କେଶବକୋଇଲି।)