ଭେଲା Bhelā

  • ପ୍ରାଦେ. (ଗଡ଼ଜାତ, ସମ୍ବଲପୁର) ବି — ପିଣ୍ଡୁଳା; ଗୁଡ଼ଆଦିର ମେଞ୍ଚା — Lump; clod (of molasses)
  • ବିଣ — ସରୁ — Fine
  • ବିଣ — ଅସୁନ୍ଦର — Ugly
  • ବିଣ — (ଉ—ମୁହଁଟି ସୁନ୍ଦର ଦେହଟି ଭେଲା। ଢଗ।)
  • ବିଣ — ଚେପ୍ଟା — Flat
  • ଗ୍ରା. (ଇତର) ଅ — ଭଲା (ଦେଖ) — Bhalā (See)