ଭେଦୀ Bhedī

  • ସଂ. ବିଣ. ପୁଂ (ଭିଦ୍ ଧାତୁ+ଇନ୍; ଭେଦିନ୍ 1 ମା. 1 ବ) — ଯାହା ଭେଦ କରେ; ବିଦାରକ — Piercing; penetrating
  • ସଂ. ବିଣ. ପୁଂ (ଭିଦ୍ ଧାତୁ+ଇନ୍; ଭେଦିନ୍ 1 ମା. 1 ବ) — [ଦ୍ର—ଏହା ଅନ୍ଯ ଶବ୍ଦ ସହିତ ଯୁକ୍ତ ହୁଏ, ଯଥା—ମର୍ମଭେଦୀ, ହୃଦୟଭେଦୀ, ଇଚ୍ଛାଭେଦୀ ଇତ୍ୟାଦି।]
  • ଦେ. ବି — ଝାଡ଼ା ଔଷଧ — A purgative; a cathartic