ଭେଟଣ Bheṭaṇa

  • ଦେ. ବି (ସଂ. ଭେଦନ) — ହଠାତ୍ ଭେଟ ହେବା — Sudden meeting; encounter
  • ଦେ. ବି (ସଂ. ଭେଦନ) — ଭୂତ ପିଶାଚାଦିଙ୍କୁ ହଠାତ୍ ଭେଟିବା ଯୋଗୁଁ ଲୋକ ଛାନିଆଁ ଓ ମାରାତ୍ମକଭାବେ ପୀଡ଼ାଗ୍ରସ୍ତ ହେବା — Being overtaken with sudden alarm and mortal disease on encountering a ghost or other preternatural being
  • ଦେ. ବି (ସଂ. ଭେଦନ) — ଭୂତ ପିଶାଚାଦିଙ୍କ ହାବୁଡ଼ରେ ମନୁଷ୍ୟ ପଡ଼ିଯିବା ଓ ତଜ୍ଜନିତ ମନୁଷ୍ୟଠାରେ ଭୂତାବେଶ ହେବା — Sudden encounter with a ghost or evil spirit and consequent possession of the person with the same
  • ବିଣ — ହଠାତ୍ ଭୂତ ପିଶାଚାଦିଙ୍କ ହାବୁଡ଼ରେ ପଡ଼ିଯିବା ଯୋଗୁଁ ମାରାତ୍ମକ ଉନ୍ନାଦ, ଜ୍ୱର, ଝାଡ଼ା, ବାନ୍ତି ଦ୍ୱାରା ପୀଡ଼ାଗ୍ରସ୍ତ(ବ୍ଯକ୍ତି) — (a person) Overtaken with sudden alarm and mortal disease (fever, vomiting and evacuation)
  • ବିଣ — (ଲକ୍ଷଣାର୍ଥ) କିଂକର୍ତ୍ତବ୍ଯବିମୂଢ଼ — (figurative) Bewildered
  • ବିଣ — (ଉ—ପଦ ବୋଉ କୁଆଡ଼େ ଗଲା? ମୁଁ ତ ଭେଟଣା ହୋଇଗଲି। ଭିକାରୀ ଯୌତୁକ।)