ଭେକଲା Bhekalā

  • ଦେ. ବିଣ. ପୁଂ (ସଂ. ଭକ୍ତବତ୍ ?) — ହୁଣ୍ଡା; ମୂର୍ଖ — Foolish; idiotic; sheepish
  • ଦେ. ବିଣ. ପୁଂ (ସଂ. ଭକ୍ତବତ୍ ?) — ହତବୁଦ୍ଧି — Bewildered