ଭେକଟ Bhekaṭa

  • ଦେ. ବି (ସଂ. ବେକଟ; ଭାକୁଟ) — ଭାକୁଡ଼ ମାଛ ଜାତୀୟ ବଡ଼ ଲୁଣୀ ମାଛ — A big salt-water fish; Latis Calcarifer; Coius Vacti
  • ଦେ. ବି (ସଂ. ବେକଟ; ଭାକୁଟ) — [ଦ୍ର—ଏମାନେ ସମୁଦ୍ରରେ ଥାଆନ୍ତି ଓ ନଈବଢ଼ି ସମୟରେ ନଈମୁହଁବାଟେ ମିଠା ପାଣିକୁ ଉଠି ଆସନ୍ତି; ଦୀର୍ଘରେ 3। 4 । ହାତ ଲମ୍ବ ହୁଅନ୍ତି। ଭାକୁଡ଼ ମାଛଙ୍କ ଅପେକ୍ଷା ଏମାନଙ୍କ ମୁହଁ ଗୋଜିଆ ଓ ତଳ ଓଠ ବଡ଼; ପିଠି ଉପରର କଣ୍ଟା ଭାରୀ ଦାଢ଼ୁଆ [ଉ—''ଶଳ୍କାବୃତ ବପୁ ପ୍ରକଟେ ଭେକଟା'' ରାଧାନାଥ—ଚିଲିକା।] — [ଦ୍ର—ଏମାନେ ସମୁଦ୍ରରେ ଥାଆନ୍ତି ଓ ନଈବଢ଼ି ସମୟରେ ନଈମୁହଁବାଟେ ମିଠା ପାଣିକୁ ଉଠି ଆସନ୍ତି; ଦୀର୍ଘରେ3 4 ହାତ ଲମ୍ବ ହୁଅନ୍ତି ଭାକୁଡ଼ ମାଛଙ୍କ ଅପେକ୍ଷା ଏମାନଙ୍କ ମୁହଁ ଗୋଜିଆ ଓ ତଳ ଓଠ ବଡ଼; ପିଠି ଉପରର କଣ୍ଟା ଭାରୀ ଦାଢ଼ୁଆ [ଉ—''ଶଳ୍କାବୃତ ବପୁ ପ୍ରକଟେ ଭେକଟା'' ରାଧାନାଥ—ଚିଲିକା]