ଭେଉ Bheu

  • ଦେ. ବି (ସଂ. ଭେଦ) — ମର୍ମ; ରହସ୍ୟ; ଫେଉ — Secret; key
  • ପ୍ରାଦେ. (ଯାଜପୁର) ବି — କୌଣସି ବ୍ଯକ୍ତିର ବାଗ; ଢଙ୍ଗ; ରୀତି — One's ways
  • ପ୍ରାଦେ. (ଯାଜପୁର) ବି — [ଯଥା—ତାର ଭେଉ ପାଇବା ବଡ଼ କଠିନ।]