ଭେଁ Bheñ
- ଦେ. ଅ (ଧ୍ୱନ୍ୟନୁକରଣ) — ଉଚ୍ଚୈଃସ୍ୱରରେ କାନ୍ଦିବାର ଶବ୍ଦ — Sound of loud cry
- ଦେ. ଅ (ଧ୍ୱନ୍ୟନୁକରଣ) — କୁକୁରଙ୍କ ଦୀର୍ଘ ଭୁକିବାର ଶବ୍ଦ — Sound of long barking or whining of a dog
- ବି — ଭେଁ ଭେଁ ଶବ୍ଦ କରି କାନ୍ଦିବା ଶିଶୁ — A child given to loud crying; a whining child
- ବି — [ଉ—ଚେଁ କାନ୍ଦେ, ଭେଁ କାନ୍ଦେ, କାନ୍ଦେ ନଟେଇ ମୂଷି, ନଟକୁମର କାନ୍ଦୁଅଛି ଘରକୁ ନ ଆସି—କାହାଣୀ ଗୀତ।]