ଭୃଶ Bhṛuṡa

  • ସଂ. ବିଣ (ଭୃଶ୍ ଧାତୁ+କର୍ତ୍ତୃ. ଅ) — ବହୁଳ; ଅତ୍ୟନ୍ତ — Excessive
  • ସଂ. ବିଣ (ଭୃଶ୍ ଧାତୁ+କର୍ତ୍ତୃ. ଅ) — ବାରଂବାର ଘଟୁଥିବା — Repeated
  • କ୍ରି. ବିଣ — ଅତ୍ୟନ୍ତ — Very much
  • କ୍ରି. ବିଣ — ପୁନଃ ପୁନଃ; ବାରମ୍ବାର — Repeatedly