ଭୃତ୍ Bhṛut

  • ସଂ. ବିଣ (ଭୃ. ଧାତୁ+କର୍ତ୍ତୃ. କ୍ୱିପ୍; ଅନ୍ଯ ଶବ୍ଦ ପରେ ଯୁକ୍ତ ହୁଏ; ଯଥା—ଭୂଭୃତ୍) — ପାଳନକର୍ତ୍ତା — Supporting; maintaining
  • ସଂ. ବିଣ (ଭୃ. ଧାତୁ+କର୍ତ୍ତୃ. କ୍ୱିପ୍; ଅନ୍ଯ ଶବ୍ଦ ପରେ ଯୁକ୍ତ ହୁଏ; ଯଥା—ଭୂଭୃତ୍) — ଧାରୀ, ଧାରଣକର୍ତ୍ତା — Holding; bearing
  • ସଂ. ବିଣ (ଭୃ. ଧାତୁ+କର୍ତ୍ତୃ. କ୍ୱିପ୍; ଅନ୍ଯ ଶବ୍ଦ ପରେ ଯୁକ୍ତ ହୁଏ; ଯଥା—ଭୂଭୃତ୍) — ଯେ ଉଠାଇ ଧରେ — Upholding