ଭୃତ୍ୟ Bhṛutya
- ସଂ. ବି. ପୁଂ (ଭୃ. ଧାତୁ+କର୍ମ. ଯ) — ଦାସ; ଚାକର — Slave; servant
- ସଂ. ବି. ପୁଂ (ଭୃ. ଧାତୁ+କର୍ମ. ଯ) — ପ୍ରତିପାଲ୍ୟ ବ୍ଯକ୍ତି — Dependent
- ସଂ. ବି. ପୁଂ (ଭୃ. ଧାତୁ+କର୍ମ. ଯ) — (+କରଣ. ଯ) ଭୃତି; ବେତନ — Salary
- ସଂ. ବି. ପୁଂ (ଭୃ. ଧାତୁ+କର୍ମ. ଯ) — (+ଭାବ. ଯ) ଚିକିତ୍ସା — Medical treatment