ଭୃଙ୍ଗୀ Bhṛuṅgī
- ସଂ. ବି (ଭୃଙ୍ଗ+ଇନ୍; ଏ ଭୃଙ୍ଗପରି କୃଷ୍ଣବର୍ଣ୍ଣ ଥିବାରୁ) — ଶିବାନୁଚରବିଶେଷ — One of the attendants of Ṡiba
- ସଂ. ବି (ଭୃଙ୍ଗ+ଇନ୍; ଏ ଭୃଙ୍ଗପରି କୃଷ୍ଣବର୍ଣ୍ଣ ଥିବାରୁ) — ବରଗଛ (ହି. ଶ) — Banian tree
- ସଂ. ବି (ଭୃଙ୍ଗ+ଇନ୍; ଏ ଭୃଙ୍ଗପରି କୃଷ୍ଣବର୍ଣ୍ଣ ଥିବାରୁ) — (ସ୍ତ୍ରୀ. ଭୃଙ୍ଗ+ଈ) ମାଈ ଭଅଁର — A female wasp
- ସଂ. ବି (ଭୃଙ୍ଗ+ଇନ୍; ଏ ଭୃଙ୍ଗପରି କୃଷ୍ଣବର୍ଣ୍ଣ ଥିବାରୁ) — ଅତିବିଷା (ହି. ଶ) — Aconite
- ସଂ. ବି (ଭୃଙ୍ଗ+ଇନ୍; ଏ ଭୃଙ୍ଗପରି କୃଷ୍ଣବର୍ଣ୍ଣ ଥିବାରୁ) — ଭାଙ୍ଗ(ହି.ଶ)(ଦେଖ) — Bhṛuṅga (See)