ଭୂ Bhū
- ସଂ. ବି (ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ପୃଥିବୀ — The world
- ସଂ. ବି (ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ପାତାଳ — The nether regions
- ସଂ. ବି (ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ଭୂମି — The earth
- ସଂ. ବି (ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ପ୍ରଦେଶ; ଅଞ୍ଚଳ — Country; tract of country
- ସଂ. ବି (ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ଯଜ୍ଞାଗ୍ନି — Sacrificial fire
- ସଂ. ବି (ଭୂ ଧାତୁ+କର୍ତ୍ତୃ. କ୍ୱିପ୍) — ଆଧାର — Receptacle
- ବିଣ. (ଅନ୍ଯ ଶବ୍ଦ ସଙ୍ଗେ ଲାଗେ, ଯଥା ଆତ୍ମଭୂ, ସ୍ୱୟମ୍ଭୃ) — ଯେ ଜନ୍ମେ — Born of