ଭୂଶୟ Bhūṡaya

  • ସଂ. ବି. ପୁଂ (ଭୂ+ଶୀ ଧାତୁ=ଶୋଇବା+କର୍ତ୍ତୃ. ଅ) — ବିଷ୍ଣୁ — Bishṇu
  • ସଂ. ବି. ପୁଂ (ଭୂ+ଶୀ ଧାତୁ=ଶୋଇବା+କର୍ତ୍ତୃ. ଅ) — ନେଉଳ; ଗୋଧି— ଆଦି ବିଳେଶୟ ଜୀବ — The class of animals living in dens or burrows