ଭୂମୀ Bhūmī

  • ସଂ. ବି —(ଭୂ ଧାତୁ+ଅଧିକରଣ ମି; +ଈ) — ପୃଥିବୀ — The earth
  • ସଂ. ବି —(ଭୂ ଧାତୁ+ଅଧିକରଣ ମି; +ଈ) — ଦେଶ — Country
  • ସଂ. ବି —(ଭୂ ଧାତୁ+ଅଧିକରଣ ମି; +ଈ) — କ୍ଷେତ୍ର — Field
  • ସଂ. ବି —(ଭୂ ଧାତୁ+ଅଧିକରଣ ମି; +ଈ) — ଜମି; ପୃଥିବୀର ଉପରିସ୍ଥ ମୃତ୍ତିକା — Soil over the surface of the earth
  • ସଂ. ବି —(ଭୂ ଧାତୁ+ଅଧିକରଣ ମି; +ଈ) — ସ୍ଥାନ; ଆଧାର — Place; site; receptacle
  • ସଂ. ବି —(ଭୂ ଧାତୁ+ଅଧିକରଣ ମି; +ଈ) — ମୂଳଦୁଆ — Foundation
  • ସଂ. ବି —(ଭୂ ଧାତୁ+ଅଧିକରଣ ମି; +ଈ) — ବାସସ୍ଥାନ — Residence
  • ସଂ. ବି —(ଭୂ ଧାତୁ+ଅଧିକରଣ ମି; +ଈ) — ଖଣି ଆକର — Mine
  • ସଂ. ବି —(ଭୂ ଧାତୁ+ଅଧିକରଣ ମି; +ଈ) — ଜିହ୍ୱା — Tongue
  • ସଂ. ବି —(ଭୂ ଧାତୁ+ଅଧିକରଣ ମି; +ଈ) — ଯୋଗୀମାନଙ୍କର ଅବସ୍ଥାବିଶେଷ — A certain; condition of persons engaged in meditation
  • ସଂ. ବି —(ଭୂ ଧାତୁ+ଅଧିକରଣ ମି; +ଈ) — ପ୍ରତିମାର ବଇଠି — The base or pedestal of an image