ଭୂମି ଗତେ Bhūmi gate

  • ପ୍ରାଦେ. (ପ୍ରାଚୀନ ପଦ୍ଯ)କ୍ରି. ବିଣ — ଭୂମିଷ୍ଠ ହୋଇ — On being born
  • ପ୍ରାଦେ. (ପ୍ରାଚୀନ ପଦ୍ଯ)କ୍ରି. ବିଣ — (ଉ—ଅଦିତି ତହୁଁ ଭୂମି ଗତେ, ବାମନ ଦେଖିଲେ ଅଗ୍ରତେ। ଜଗନ୍ନାଥ. ଭାଗବତ।)