ଭୂବ Bhūba

  • ଦେ. ବି (ସଂସ୍କୃତ 'ଭୂ' ଶବ୍ଦର ବହୁବଚନ 'ଭୂବ'ର ଅପଭ୍ରଂଶ) — ପୃଥିବୀ — The earth
  • ଦେ. ବି (ସଂସ୍କୃତ 'ଭୂ' ଶବ୍ଦର ବହୁବଚନ 'ଭୂବ'ର ଅପଭ୍ରଂଶ) — [ଉ—ଏ ଯେଣୁ ମେଳଛ ହୋଇବେ, ଏ ଭୁବ ମ୍ଳେଚ୍ଛ ଆକର୍ଷିବେ। ଜଗନ୍ନାଥ. ଭାଗବତ।]