ଭୂଧର Bhūdhara
- ସଂ. ବି (ଭୂ+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ପର୍ବତ; ମହୀଧର — Hill; mountain
- ସଂ. ବି (ଭୂ+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ଆୟୁର୍ବେଦୋକ୍ତ ମନ୍ତ୍ରବିଶେଷ — An incantation mentioned in the Ayurbeda
- ସଂ. ବି (ଭୂ+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ଶେଷ ନାଗ; ଅନନ୍ତ ଦେବ — The great serpent upholding the universe
- ସଂ. ବି (ଭୂ+ଧୃ ଧାତୁ=ଧାରଣ କରିବା+କର୍ତ୍ତୃ. ଅ) — ବଟୁକ ଭୈରବ; ଶିବଙ୍କ ପ୍ରଧାନ ଅନୁଚର — The leader of the attendants of ṡiba