ଭୂତୃଣ Bhūtṛuṇa
- ସଂ. ବି ( 6 ଷ୍ଠୀ ତତ୍; ଭୂ+ତୃଣ) — ସୁଗନ୍ଧି ତୃଣବିଶେଷ; ଗନ୍ଧତୃଣ; ଧନିନ୍ତ୍ରୀ — Andropogen Citratus; lemon-scented grass
- ସଂ. ବି ( 6 ଷ୍ଠୀ ତତ୍; ଭୂ+ତୃଣ) — [ଦ୍ର—ବୈଦ୍ୟଶାସ୍ତ୍ର ମତରେ ଏହା ବିରେଚକ, ଲଘୁ, ଅଗ୍ନିଦୀପକ, ରୁକ୍ଷ, ନେତ୍ରର ଅହିତ— କର, ମୁଖଶୋଧକ, ଓ ବୃଷ୍ୟ, ମଳ— ବର୍ଦ୍ଧକ ଓ ପିତ୍ତର ଓ ରକ୍ତର ପୁଷ୍ଟି— କର।]