ଭୂତି Bhūti
- ସଂ. ବି. ସ୍ତ୍ରୀ (ଭୂ. ଧାତୁ+କରଣ. ତି) — ମହାଦେବଙ୍କ ଅଷ୍ଟୈଶ୍ୱର୍ଯ୍ୟ (ମହିମା, ଅଣିମା, ଲଘିମା, ବ୍ୟାପ୍ତି, ପ୍ରାକାମ୍ୟ, ବଶିତା, ଈଶିତା, କାମାବଶାୟିତା) — The eight divine attributes of God Ṡiba
- ସଂ. ବି. ସ୍ତ୍ରୀ (ଭୂ. ଧାତୁ+କରଣ. ତି) — ବିଭୂତି; ଭସ୍ମ — Ashes
- ସଂ. ବି. ସ୍ତ୍ରୀ (ଭୂ. ଧାତୁ+କରଣ. ତି) — ବୈଶ୍ୟଜାତିର ଉପାଧି — A title of the Ba̲i̱ṡyas
- ସଂ. ବି. ସ୍ତ୍ରୀ (ଭୂ. ଧାତୁ+କରଣ. ତି) — ହସ୍ତୀର ସିନ୍ଦୁରାଦି— ଦ୍ୱାରା ସଜ୍ଜା — Decking of an elephant with paint
- ସଂ. ବି. ସ୍ତ୍ରୀ (ଭୂ. ଧାତୁ+କରଣ. ତି) — (+ଭାବ. ତି) ଅଭ୍ୟୁଦୟ — Rise
- ସଂ. ବି. ସ୍ତ୍ରୀ (ଭୂ. ଧାତୁ+କରଣ. ତି) — ମଙ୍ଗଳ — Weal
- ସଂ. ବି. ସ୍ତ୍ରୀ (ଭୂ. ଧାତୁ+କରଣ. ତି) — ଉତ୍ପତ୍ତି — Birth
- ସଂ. ବି. ସ୍ତ୍ରୀ (ଭୂ. ଧାତୁ+କରଣ. ତି) — ଉତ୍କର୍ଷ — Excellence
- ସଂ. ବି. ସ୍ତ୍ରୀ (ଭୂ. ଧାତୁ+କରଣ. ତି) — ସିଦ୍ଧି — Success
- ଦେ. ବି — ମୂଲ୍ୟ; ଦାମ୍ — Price
- ପ୍ରାଦେ. (ଭତରି ଭାଖା) ବି — ମଜୁରି — Wages