ଭୂତାଇବା Bhūtāibā

  • ଦେ. କ୍ରି — ଧପାଇବା — To cheat; to deceive
  • ଦେ. କ୍ରି — ଭଣ୍ଡାଇବା — To wheedle
  • ଦେ. କ୍ରି — [ଦ୍ର—ଭୂତମାନେ ରାତିରେ ଲୋକଙ୍କୁ ଉଠାଇ ନେଇ ଭଣ୍ଡିବାର ଲୋକବିଶ୍ୱାସରୁ ଏହି ଅର୍ଥ।]