ଭୂ ରୁହ Bhū ruha

  • ସଂ. ବି (ଭୂ+ରୁହ୍ ଧାତୁ+ଅ) — ବୃକ୍ଷ — Tree
  • ସଂ. ବି (ଭୂ+ରୁହ୍ ଧାତୁ+ଅ) — ବୃକ୍ଷଲତାଦି — Vegetables
  • ସଂ. ବି (ଭୂ+ରୁହ୍ ଧାତୁ+ଅ) — ଅର୍ଜୁନ ବୃକ୍ଷ — Arjuna (tree)
  • ସଂ. ବି (ଭୂ+ରୁହ୍ ଧାତୁ+ଅ) — ଶାଳ ବୃକ୍ଷ — Ṡāḻa (tree)