ଭୁବନ Bhubana
- ସଂ. ବି (ଭୂ ଧାତୁ+କର୍ତ୍ତୃ. ଅନ; ନିପାତନ) — ସପ୍ତସ୍ୱର୍ଗ ଓ ସପ୍ତପାତାଳ ସମନ୍ୱିତ ବିଶ୍ୱ — The universe; the creation consisiting of seven upper and seven nether worlds
- ସଂ. ବି (ଭୂ ଧାତୁ+କର୍ତ୍ତୃ. ଅନ; ନିପାତନ) — [ଦ୍ର— ସପ୍ତସ୍ୱର୍ଗ—ଭୂ, ଭୁବ, ସ୍ୱ, ମହ, ଜନ, ତପ, ସତ୍ୟ। ସପ୍ତପାତାଳ—ଅତଳ, ବିତଳ ସୁତଳ, ତଳ, ତଳାତଳ, ରସାତଳ, ପାତାଳ।]
- ସଂ. ବି (ଭୂ ଧାତୁ+କର୍ତ୍ତୃ. ଅନ; ନିପାତନ) — ପୃଥିବୀ — The earth
- ସଂ. ବି (ଭୂ ଧାତୁ+କର୍ତ୍ତୃ. ଅନ; ନିପାତନ) — ଦେଶ — Country; region
- ସଂ. ବି (ଭୂ ଧାତୁ+କର୍ତ୍ତୃ. ଅନ; ନିପାତନ) — ବାସସ୍ଥାନ; ଘର — Residence; house
- ସଂ. ବି (ଭୂ ଧାତୁ+କର୍ତ୍ତୃ. ଅନ; ନିପାତନ) — ଜଳ — Water
- ସଂ. ବି (ଭୂ ଧାତୁ+କର୍ତ୍ତୃ. ଅନ; ନିପାତନ) — ଏକକଡ଼ା କଉଡ଼ିର ଚଉଦ ଭାଗର ଏକ ଭାଗ — One fourteenth of a cowri
- ସଂ. ବି (ଭୂ ଧାତୁ+କର୍ତ୍ତୃ. ଅନ; ନିପାତନ) — ଜୀବ — A being; a living creature (Apte)
- ସଂ. ବି (ଭୂ ଧାତୁ+କର୍ତ୍ତୃ. ଅନ; ନିପାତନ) — ବିଭବଶାଳୀ ହେବା — Becoming prosperous (Apte)
- ଦେ. ବି. ନାମ — ଭୁବନେଶ୍ୱର ବା ଭୁବନାନନ୍ଦ ନାମକ ବ୍ଯକ୍ତିର ଡାକ ନାମ — A name for calling people named Bhubaneṡwara and Bhubanānanda