ଭୁଟିଆ Bhuṭiā

  • ଦେ. ବିଣ — ଭୁଟାନ୍ ଦେଶୀୟ — Belonging to Bhutan
  • ଦେ. ବିଣ — (ଯଥା— ଭୁଟିଆ ଟାଙ୍ଗଣ, ଭୁଟିଆ କମ୍ବଳ, ଭୁଟିଆ ଜାତି।)
  • ଦେ. ବି — ଭୁଟାନ୍ ଦେଶବାସୀ ବ୍ଯକ୍ତି — An inhabitant of Bhuṭān